Weekly Market
ଆଜି ଦିନବେଳା ଆମ ଗାଁ ନିକଟରେ ସାପ୍ତାହିବ ବଜାର ଅନୁଷ୍ଠିତ ହେବ ଏହି ସାପ୍ତାହିକ ବଜାରରେ ସପ୍ତାକୁ ତରେ ଘରେଇ ସାମଗ୍ରୀ ସବୁ ପ୍ରକାର ଜିନିଷ ତଥା ଦୈନଦିନ ବେବହାର ପନିପରିବା ଆମେ କିଣି ନେଇ ଥାଉ ଏହି ବଜାର ବଧୁବାର ଦିନ ନନ୍ଦପୁର ଠାରେ ଅନୁଷ୍ଠିତ ହେଇଥାଏ ଏହି ବଜାରରେ ଆମ ଅଞ୍ଚଳର ପ୍ରାୟ ୪୦ ଟି ଗାଁର ଲୋକ ନିର୍ଭର କରିଥାନ୍ତି କାରଣ ଗାଁରେ ଆମ ଛାଷି ଭାଇମାନେ ଯେଉଁ ସବୁ ଦ୍ରବ୍ୟ ଉତ୍ପାଦନ କରନ୍ତି ସେହି ଜିନିଷକୁ ଏହି ବଜାରରେ ବିକ୍ରି କରିଥାନ୍ତି ଏହି ବଜାର ପ୍ରାୟ ରାତି ୩ଟା ସମୟ ରୁ ଆରମ୍ବ ହେଇ ସଂଧ୍ୟ୍ୟା ୬ ଟା ସମୟ ରେ ଶେଷ ହୋଥାଏ ଏହି ବଜାର ଆମ ଅଞ୍ଚଳର ସବୁଠୁ ବଡ ବଜାର ଏହି ବଜାରରେ ସବୁ ପ୍ରକାରର ଆସବାସ ପତ୍ର ମିଳିଥାଏ ଏଣୁ ଆମ ଅଞ୍ଚଳର ପ୍ରତେକ ଲୋକ ଏହି ସାପ୍ତାହିକ ବଜାରକୁ ନିର୍ଭର କରନ୍ତି
The weekly bazaar will be held at the Nandapur on Wednesday, with all the household items and daily use of vegetables. The market is held at Nandapur on Wednesdays. The market sells items starting at around 3pm and ending at 6pm. The market is the largest in our area. This market has all kinds of furniture so everyone in our area depends on this weekly market.
टिप्पणियाँ
एक टिप्पणी भेजें
can you comment form message