ଲୋକମାନଜ୍ଞ ସହିତ କଥା ହେଵାର କୈଶସଳ ଆପଣ ଲୋକଙ୍କ ସହିତ କଥା ହେବା ସମୟରେ ପୃଥିବିର ସବୁଠାରୁ ଆନନ୍ଦଦାୟକ ବିଷୟ ଚୟନ କରନ୍ତୁ ଏବଂ ସେଇ ବିଷୟରେ କୁହନ୍ତୁ ଯାହାକି ତାଙ୍କ ପାଇଁ ଶ୍ରେଷ୍ଠ ଆନନ୍ଦଦାୟକ ହେବ ା ଏକ ବନ୍ଧୁତା ର ପରିଚୟ ନେଈ ତମେ ଯେତେବେଳେ ସେମାନଙ୍କ ବିଷୟରେ କହିବାକୁ ବା କରିବାକୁ ଯାଉଛ ସେମାନେ ସେତେବେଳେ ନିଶ୍ଚୟ ଗଭୀର ଆନନ୍ତରିକତା ସହିତଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ଆକର୍ଷିତ ହେବେ ସେମାନେ ଜାଣିପାରିବେ ତୁମେ ତାଙ୍କ ପାଇଁ ଭଲ କିଛି କରୁଛ ଏବଂ ସେମାନେ ତାହା କରିବା ପାଇଁ ତୁମର ସଦିଛା କାମନା କରିବେ ା ହେଇପରି କିଛି ଗୁରୁଥ ପୂର୍ଣ୍ଣ ବିଷୟରେ ଜାଣିବା ପାଇଁ ଆମର ହେଇ ମାଗଣା ଶିକ୍ଷା କେନ୍ଦ୍ରକୁ ଆସନ୍ତୁ ଦାନ୍ୟବାଦ ନମସ୍କାର
टिप्पणियाँ
एक टिप्पणी भेजें
can you comment form message