ଜଣେ ଲୋକ ସପଂଳ ହେବାର ସାତଟି ସୂତ୍ର .......................................................................................................
1 . ସମ୍ପୂର୍ଣ ଗୋପନୀୟତା ରେ ଦୋଷଗୁଡିକ ବିଚାର କରାଯିବା ଉଚିତ କାହାର ଦୋଷ ତ୍ରୁଟି ବିଚାର କରିବାକୁ ହେଲେ ଏକ ନିଭୃତ ଘରେ କେହି ଶୁଣି ପାରୁନଥିବା ଭଳି ଅତି ଦିରେ ଆଲୋଚନା ହେବା ଉଚିତ 1
02 . ସମାଲଲଚାନା ପାରମ୍ବିକ ବକ୍ତବ୍ୟ ଉଦ୍ଧାରପୂର୍ଣ୍ଣ ଶବ୍ଦ କିମ୍ବା ପ୍ରସଂଶା ହେଉ ଦୁରେଇ ଦେବା ପରିବର୍ତେ
03 . ସମାଲଚାନା ବ୍ୟକ୍ତିଗତ ହେବା ଉଚିତ ନୁହେଁ କାର୍ଯ୍ୟକୁ ସମାଲଚାନା ନକର , ବ୍ୟକ୍ତିକୁ ନୁହେଁ 1 ସମସ୍ତଙ୍କୁ ସୋମାଲଚାନା ନକରି ବ୍ୟକ୍ତିର ସମାଲଚାନା କର
04. ଦୋଷତୃଟି ଉତ୍ତର ମଧ୍ୟ ଯୋଗାଇ ଦିଅ ଉତ୍ତର ନିଶ୍ଚୟ ଉତ୍ତମ ମାର୍ଗ ଯେତେବେଳେ ଜଣକୁ ଭୁଲ କରୁଛ ବୋଲି କହୁଛ କେମିତି ଠିକ ବାଟରେ ଯିବାକୁ ହେବ ତାହା କହିଦେବା ଉଚିତ
05. ସହଜଯୋଗ ପାଇଁ କୁହ କିନ୍ତୁ ଏହା ବାଧ୍ୟ କର ନାହିଁ ସତ କହିବାକୁ ଗଲେ ତୁମେ ଲୋକମାନଙ୍କୁ ଠାରୁ ଅଧିକ ସହଯୋଗ ପାଇବ ଯଦି ଏହାକୁ ଦାବି କରିବା ପରିବର୍ତେ ସହଜାତ ଭାବେ କୁହ ଦାବି କରିବା ହେଉଛି ସର୍ବଶ୍ରେଷ୍ଠ ଅବଲମ୍ବନ ପଦକ୍ଷେପ
06. କାହାକୁ ସମାଲଚାନା କରିବା ଏକ ଆପରାଧ ସର୍ବଧିକ ନ୍ୟାୟ ସଙ୍ଗତ ସମାଲଚାନା ହେଉଛି ଗୋଟିଏଥର ପାଇଁ
07 . ସମଲଚାନା କିମ୍ବା ଦଶତ୍ରୁତିଟି ନିର୍ଧାରଣ ଏକ ଗୁରୁତ୍ୱପୂର୍ଣ ଭାବାବେଗର ଶେଷରେ ଆଂବେମାନେ ବନ୍ଧୁ ଅଟୁ ଆମେ ଆମର ସମସ୍ତ ଅସୁବିଧା ସମଦନ କରୁଚୁ ଆସ ମିଳିମିଶି କାମ କରିବା
ମନେରଖ
ଆପଣଂକୁ ଭଲ ଲାଗୁଥିବା ପେଶାଟି କୁ ବାଛି ନିହନ୍ତୁ ତାହାହେଲେ ଜୀବନରେ କେବେ ଅନୁଭବ କରିବେ ନାଇଁ ଯେ ଆପଣ ପରିଶ୍ରମ କରୁଛନ୍ତି
ପଦମାର୍ଜଦା କୌଣସି ସୁବିଧା ବା କ୍ଷମତା ପ୍ରଦାନ କରେ ନାହିଁ ତାହା ଅପାଙ୍କ କାନ୍ଧରେ ଗୁରୁଦାୟିତ ନ୍ୟସ୍ତ କରେ
ହେଇ ପରି ସୁନ୍ଦର ବିଷୟରେ ଜାଣିବା ପାଇଁ ଆମ ଫୋଷ୍ଟ କୁ ଦିନ କୁ ପଡନ୍ତୁ ଦାନ୍ୟବାଦ
टिप्पणियाँ
एक टिप्पणी भेजें
can you comment form message