I HAVE A NICE DAY
ଆଜିର ଦିନ ଏକ ସୁନ୍ଦର ଦିନ
...........................................................................................................................................................................
ନମସ୍କାର ବନ୍ଧୁଗଣ ଆମର ପ୍ରତିଦିନ ବ୍ଲୋଗ କୁ ସ୍ୱାଗତ
ଆଜି ଆମେ ଜାଣିବା ପ୍ରତିଦିନ ମଣିଷ ଜୀବନରେ ଏକ ସୁନ୍ଦର ଦିନ ତିଆରି କରିବାର କୌଶଳ ଆମେ ସକାଳେ ଉଠିବା ପରେ ନିତ୍ୟକର୍ମ ସାରି ଆମେ ସୁ ଚିନ୍ତା କରିବା ଯେ ଆଜିର ଦିନ ବହୁତ ଭଲ ଦିନ ଏହା ଆମର ପ୍ରତମ ଚିନ୍ତା ଯଦି ଆମେ ଅନ୍ୟ ଚିନ୍ତା କରବା ତାହା ହେଲେ ଆଜିର ଦିନ ଅନ୍ୟ ଏକ ରାସ୍ତାରେ ପରିଣତ ହେଇ ଯାଏ ତେଣୁ ସର୍ବଦା ଚିନ୍ତା କରିବା ଉଚିତ ଯେ ଭଲ ଚିନ୍ତା କରିବା ନିଶ୍ଚୟ ଆମର ଦୈନଦିନ ଜୀବନରେ ପରିବର୍ତନ ଆଣେ ସର୍ବଦା ଏହା ଆମର ଲକ୍ଷ 1
ତେଣୁ ସର୍ବଦା ଭଲ ଚିନ୍ତା କରିବା ମଣିଷ ର କର୍ତ୍ତବ୍ୟ ଅଟେ ଏଣୁ ଏଇପରି କିଛି ଜାଣିବା କଥା ବିଷୟରେ ପଡ଼ିବା ପାଇଁ ଆମର ଦୈନିକ ବ୍ଲୋଗ କୁ ଆସି କିଛି ସମୟ ଦେଇ ଉପଯୁକ୍ତ ବିଷୟ ବସ୍ତୁକୁ ଜାଣନ୍ତୁ ଦାନ୍ୟବାଦ
टिप्पणियाँ
एक टिप्पणी भेजें
can you comment form message