DREAM
ସ୍ୱପ୍ନ DREAM
ନମସ୍କାର ପ୍ରିୟ ବନ୍ଧୁଗଣ ଆମ ଦୈନିକ ବ୍ଲୋଗ କୁ
ଆଜି ଆମେ ଜାଣିବା ସପ୍ନ ଏବଂ ସ୍ଵପ୍ଣକେତେପ୍ରକାର ଦୁନିଆର ପ୍ରତେକ ମଣିଷ ଅନେକ ପ୍ରକାର ସପ୍ନ ଦେଖନ୍ତି ସପ୍ନ ହେଉଛି ସମସ୍ତଙ୍କ ପ୍ରିୟ ସାଥି ସପ୍ନ ନ ଥିଲେ ମଣିଷର କୌଣସି କାର୍ୟ୍ଯ ରେ ସପଳ ହେବ ନାହିଁ ହେବେ ଜାଣିବା ସପ୍ନ କେତେପ୍ରକାର
ସପ୍ନ ଦୁଇ ପ୍ରକାର
01 ଭାଗବାନଙ୍କ ଶୟନ ବା ନିଦ୍ରା ସପ୍ନ ଏବଂ 02 . ମଣିଷର ଜୀବିତ ସପ୍ନ
ଭଗବାନଙ୍କ ନିଦ୍ରା ସପ୍ନ ରାତିରେ ଶୟନ କକ୍ଷରେ ଏଇତାହେ ଅନେକ ଲୋକଙ୍କ ର ସପ୍ନ ଅସଫଳତା ଏଇତାହେ କାରଣ ନିଦ ପାଇଁ କିମ୍ବା ମନରଞ୍ଜନ ନିମନ୍ତେ ସପ୍ନ ହେଇ ତାହେ ଏହି ସପ୍ନ ମଣିଷର ସଫଳତାକୁ କେବେବି ଆଗକୁ ନିଏ ନାହିଁ ଏହା ଏକ ମହମାୟା ସପ୍ନ ଅଟେ ;
02. ମଣିଷର ଦୈନଦିନ ଜୀବନରେ ପ୍ରଭାବ ପକାଉଥିବା ସପ୍ନ ଜୀବିତ ସପ୍ନ ଅଟେ ଏହା ଶୟନ ସପ୍ନ ଠାରୁ ଅନ୍ୟତମ ଅଟେ କାରଣ ସଫଳତାର ଶୀର୍ଷ ପାହାଛ ଅତିକ୍ରମ କରିବା କୁ ହେଲେ ଦିନ କିମ୍ବା ପ୍ରତିଦିନ ଆପଣ ବଡ ସପ୍ନ ଦେଖିବାକୁ ଆରମ୍ଭ କରନ୍ତୁ ଏହି ସପ୍ନ ମଣିଷର ସଫଳତାକୁ ଏକ ସଫଳ ରାସ୍ତାରେ ପରିଣତ କରେ ଏହା ହିଁ ମଣିଷର ଜୀବିତ ସ୍ୱପ୍ନ ଅଟେ '
ଧ ନ୍ୟବାଦ
टिप्पणियाँ
एक टिप्पणी भेजें
can you comment form message