ନମସ୍କାର  ଆମ  କୋରାପୁଟ ରେ ବହୁତ ମାତ୍ରା ରେ  ଅଳସି  କରାଯାଏ  ଅଳସି ଏକ  ପୁରାତନ ଯୁଗର ପାରମ୍ପରିକ  ଚାଷ ଅଟେ  ଆମ ଅଞ୍ଚଳରେ ପ୍ରତେକ ଚାଷୀ କରନ୍ତି କିନ୍ତୁ  ଆଜିକାଲି ଆଉ ହେଇ ଅଳସୀ  ଚାଷ ପାଇଁ  ବହୁତ ଚାଷୀ  ଆଉ ଆଗ ବୋଲି  ଅଳସୀ  ଚାଷ କରିବାକୁ ଇଚ୍ଛା ପ୍ରକାଶ  କରୁନାହାନ୍ତି କାରଣ ଆଜିକାଲିର ନୂତନ ପନିପରିବା ଚାଷ କରି  ଅଳ୍ପ  ଖର୍ଚରେ ବହୁତ ଲାଭ  ପାଉଛନ୍ତି  ତେଣୁ ଆମ କୋରାପୁଟ ଆଉ ଅଳସୀ  ଚାଷ ବହୁତ ମାତ୍ରା ରେ କମିବାରେ ଲାଗିଲାଣି  ଆସନ୍ତା ଦିନରେ ଆମ କୋରାପୁଟରେ  ସମ୍ପୂର୍ଣ୍ଣ  କମିଯିବ 

टिप्पणियाँ

इस ब्लॉग से लोकप्रिय पोस्ट

12/06/2021

THINk POWER चिंता शक्ति